ଆମେକାହାକୁସମର୍ଥନ_ମାଗିନୁ- ମନମୋହନ
– ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ମନମୋହନଙ୍କ ପ୍ରତିକ୍ରିୟା
– ଆମେ କାହାକୁ ସମର୍ଥନ ମାଗିନାହୁଁ କହିଲେ ମନମୋହନ ସାମଲ
– ‘ଆମ ପାଖରେ ପ୍ରସ୍ତାବକ ଅଛନ୍ତି, ଆମେ ପ୍ରାର୍ଥୀ ଦେଲୁ’
ସେମାନେ କାହିଁକି ସମର୍ଥନ ଦେଲେ ସେମାନଙ୍କୁ ପଚାରନ୍ତୁ’
– ମେଣ୍ଟ ସମ୍ଭାବନାକୁ ସଫା ମନା କଲେ ମନମୋହନ ସାମଲ
– ‘ମେଣ୍ଟ ଆଦୌ ହେବନି, ଆମେ ଏକାକୀ ଲଢ଼ିବୁ, ସରକାର କରିବୁ’
– କଂଗ୍ରେସର କଟାକ୍ଷକୁ ନେଇ ମନମୋହନଙ୍କ ପ୍ରତିକ୍ରିୟା
– କଂଗ୍ରେସ ସାର୍ଟିଫିକେଟରେ ଆମେ ବଞ୍ଚିନାହୁଁ- ମନମୋହନ
