Spread the love Post navigation ଆଜି କଟକ ରେ ବାଦାମବାଡ଼ି ପୋଲିସ ଚାରି ଜଣ ଫଳ ବେପାରୀ କୁ ଗିରଫ କଲେ. ଜଣେ ମହିଳା ଫଳ ବାଛି କଳା ଜରିରେ ଓଜନ କରି ପଇସା ଦେଇ ଘରକୁ ଆସି ଦେଖିଲା ବେଳକୁ ଅଧା ସେଥିରୁ ପଚା. ମହିଳା ଜଣକ ଥାନାରେ ଅଭିଯୋଗ କଲାପରେ ପୋଲିସ ଘଟଣାର ଅନୁଧ୍ୟାନ କରି ଚାରିଜଣକୁ ଗିରଫ କଲେ. ଯାହା ଲୋକଙ୍କୁ ପଚାରିଲେ ଲୋକେ କୁହନ୍ତି ଏହା କିଛି ନୂଆ କଥା ନୁହେଁ ଏମାନେ ପ୍ରାୟତଃ ସବୁଦିନ ଏହିପରି କରିଆସୁଛନ୍ତି.. ଫଳ ବଜାର ର ସଭାପତି କହିଲେ ଫଳ ପେଟିରେ ବହୁତ ପଚା ଫଳ ବାହାରେ ଯଦି କିଏ ଦେଇଥିବ ସିଏ ନିଶ୍ଚିତ ଭୁଲ କରିଛି.. ଦଣ୍ଡ ମିଳିବା ଦରକାର.. ଜନସାଧାରଣ ଏପରି ପୋଲିସ ର ଆକ୍ସନ ମୁଡ଼ କୁ ପ୍ରଶଂସା କରିଛନ୍ତି. ଭୁବନେଶ୍ୱର: ଅଚଳ ହୋଇପଡ଼ିଥିବା ‘ମୋ ସାଇକେଲ’ଗୁଡ଼ିକୁ ଲୋକଙ୍କୁ ବାଣ୍ଟିବାକୁ ଯୋଜନା କରୁଛି BMC, ଏଥିପାଇଁ ଏସ୍ଓପି ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି ବିଏମସି କମିଶନର, ଏବେ ସାଇକେଲ ଗୁଡ଼ିକୁ ସଜାଡୁଛି ବିଏମସି
News ଓଡ଼ିଶାରେ ସାମ୍ବାଦିକତାକୁ ପ୍ରକୃତ ବୃତ୍ତି ଭାବେ ନେଇଥିବା ନବେ ପ୍ରତିଶତ ସାମ୍ବାଦିକ ଆର୍ଥିକ ଅନଗ୍ରସର, ସ୍ୱଳ୍ପ ଆୟକାରୀ। ସେମାନେ କିପରି ଚଳୁଛନ୍ତି। ସେମାନଙ୍କ ପିଲାଏ କିପରି ପଢୁଛନ୍ତି। ସେମାନଙ୍କ ଲାଇଫ୍ କିପରି କଟୁଛି, ତାହାର ଖବର କେହି ରଖନ୍ତିନି। ସଂସ୍ଥାର ଚାପ, ଘରର ଚାପ, ବାପା-ମାଆଙ୍କ ପ୍ରତି ଦାୟିତ୍ବ, ସ୍ତ୍ରୀ-ପିଲାମାନଂକ ପ୍ରତି କର୍ତବ୍ୟ ଏ ସବୁ ଭିତରେ ଧନ୍ଧି ହେଉଥିବା ଗରିବ ସାମ୍ବାଦିକଟିଏ କିପରି ପ୍ରତିଦିନ ଆଗକୁ ବଢୁଛି ସେକଥା କେହି କେବେ ପଚାରନ୍ତିନି। Darshan Samikhya Apr 19, 2025 0 Comments
News ରାମମନ୍ଦିର //45 ବର୍ଷ ପୂର୍ବେ ଭୁବନେଶ୍ୱର ୭ଜଣ ମିଶି ପ୍ରତିଷ୍ଠା କରିଥିଲେ ରାମ ମନ୍ଦିର, ଆଜି ଆସନ୍ତୁ ଜାଣିବା ଭୁବନେଶ୍ବରର କିଛି ଧାର୍ମିକ ଅନୁଷ୍ଠାନ ଓ ଏହାର ପ୍ରତିଷ୍ଠା ଇତିହାସ ବିଷୟରେ Darshan Samikhya Apr 19, 2025 0 Comments
News ଭୁବନେଶ୍ୱର //ଉତ୍କଳ ହସ୍ପିଟାଲ୍, ନୀଳାଦ୍ରି ବିହାର ଠାରେ ବିଶ୍ୱ ଯକୃତ୍ ଦିବସ ପାଳିତ ହୋଇଯାଇଅଛି,ଏଥିରେ ୨୦୦ ଜଣ ପୁରୁଷ ଓ ମହିଳା ଭାଗ ନେଇଥିଲେ, ଏହି କାର୍ଯ୍ୟକ୍ରମରେ ଯକୃତ୍ ସ୍ୱାସ୍ଥ୍ୟ ଓ ସାଧାରଣ ସୁସ୍ଥତା ପlଳନରେ ଗୁରୁତ୍ୱ ଦିଆଯାଇଥିଲା। Darshan Samikhya Apr 19, 2025 0 Comments