Spread the love Post navigation ଆଜି କଟକ ରେ ବାଦାମବାଡ଼ି ପୋଲିସ ଚାରି ଜଣ ଫଳ ବେପାରୀ କୁ ଗିରଫ କଲେ. ଜଣେ ମହିଳା ଫଳ ବାଛି କଳା ଜରିରେ ଓଜନ କରି ପଇସା ଦେଇ ଘରକୁ ଆସି ଦେଖିଲା ବେଳକୁ ଅଧା ସେଥିରୁ ପଚା. ମହିଳା ଜଣକ ଥାନାରେ ଅଭିଯୋଗ କଲାପରେ ପୋଲିସ ଘଟଣାର ଅନୁଧ୍ୟାନ କରି ଚାରିଜଣକୁ ଗିରଫ କଲେ. ଯାହା ଲୋକଙ୍କୁ ପଚାରିଲେ ଲୋକେ କୁହନ୍ତି ଏହା କିଛି ନୂଆ କଥା ନୁହେଁ ଏମାନେ ପ୍ରାୟତଃ ସବୁଦିନ ଏହିପରି କରିଆସୁଛନ୍ତି.. ଫଳ ବଜାର ର ସଭାପତି କହିଲେ ଫଳ ପେଟିରେ ବହୁତ ପଚା ଫଳ ବାହାରେ ଯଦି କିଏ ଦେଇଥିବ ସିଏ ନିଶ୍ଚିତ ଭୁଲ କରିଛି.. ଦଣ୍ଡ ମିଳିବା ଦରକାର.. ଜନସାଧାରଣ ଏପରି ପୋଲିସ ର ଆକ୍ସନ ମୁଡ଼ କୁ ପ୍ରଶଂସା କରିଛନ୍ତି. ଭୁବନେଶ୍ୱର: ଅଚଳ ହୋଇପଡ଼ିଥିବା ‘ମୋ ସାଇକେଲ’ଗୁଡ଼ିକୁ ଲୋକଙ୍କୁ ବାଣ୍ଟିବାକୁ ଯୋଜନା କରୁଛି BMC, ଏଥିପାଇଁ ଏସ୍ଓପି ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି ବିଏମସି କମିଶନର, ଏବେ ସାଇକେଲ ଗୁଡ଼ିକୁ ସଜାଡୁଛି ବିଏମସି
News In Delhi totall benefits of free electricity and water to tenants.AAP national convener Arvind Kejriwal today announced Darshan Samikhya Jan 18, 2025 0 Comments
News Mumbai //Police have arrested a 30-year-old man from Khagaria town in Bihar for cheating a Navi Mumbai resident to the tune of more than Rs 14.88 crore in a share trading cyber fraud, Darshan Samikhya Jan 18, 2025 0 Comments
News କଟକ// କାଠ ଗଡା ସାହି ସ୍ଥିତ ତେରାପନ୍ଥ ଭବନ ଠାରେ ଆଜି ତେରାପନ୍ଥ ମହିଳା ମଣ୍ଡଳ କଟକ ଦ୍ଵାରା କ୍ଷେତ୍ରୀୟ କର୍ମଶାଳା ‘ ଲକ୍ଷ୍ୟ ଅନୁଷ୍ଠିତ ହୋଇଯାଇଛି। କଟକ ଶାଖାର ସଭାପତି ଲଳିତା ସିଂହି ଏହି କର୍ମଶାଳାରେ ସଭାପତିତ୍ବ କରି ସ୍ଵାଗତ କରିଥିଲେ। Darshan Samikhya Jan 18, 2025 0 Comments