Spread the love

ଅବହେଳିତ ଅବସ୍ଥାରେ ଭାଈବୋହୂ ଦେଢ଼ଶୁର କୂଅ

ଭାଇବୋହୁ ଗାଧେଇଲା ବେଳେ ଦେଢ଼ଶୁର ର ଛାଇ ପଡେନାହିଁ । ଆମ ଏହି ପ୍ରଥା ପରମ୍ପରା କହିକେତେ ଦୂରରୁ ଚଳି ଆସୁଛି। ସେହିଭଳି ଏକ କୂଅ ଅଛି ଯାହାର ନାଁ ଭାଇବୋହୂ ଦେଢ଼ଶୁର କୂଅ ହଜାର ବର୍ଷାର ଏ କୂଅ କାହିଁ କେତେ ବର୍ଷ ନିର୍ମାଣ ହୋଇଛି ଏ କୂଅ। ଅନେକ ଐତିହ ପରମ୍ପରା ଲୁଚ ରାହିଛି ଏହା ଭିତରେ ।ଏହା ପ୍ରଥମେ କୂଅ ଏହା ପାଦରେ ଚାଲି ଚାଲି ଶହେ ଫୁଟ ଗଭୀର କୁ ଗଲେ ପାଣି ଦେଖାଯାଏ। ଦିନକୁ ଦିନ ଆମ ଐତିହ୍ୟ କିମ୍ବଦନ୍ତୀ ଅନୁସାରେ ପରମ୍ପରା ହଜି ହଜି ଯାଇଛି। ଯାହା ଓଡ଼ିଶା ଭିତରେ ଲୁଚଲୁଚି ଯାଉଛି। ଯାହା ଏବେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତାଳ ପଞ୍ଚାୟତ ଶିଖର ଚଣ୍ଡୀ ମନ୍ଦିର ପାଦଦେଶରେ ଅବସ୍ଥିତ ଭାଇବୋହୂ ଦେଢ଼ଶୁର ଏ କୂଅ ।
ଏହା ର ବିଶ୍ଵସତ ଐତିହ୍ୟ କିମ୍ବଦନ୍ତୀ ଅନେକ ରହିଛି ଏହା ପାଖ ପାଖି ହଜାର ବର୍ଷ ପୁରାତନ ଏହା ପାହାଚ ଦେଇ ଚାଲି ଚାଲି ସହଜ ରେ ପହଚିହେବ ।ସହେ ଫୁଟ ତେଳେ ରହିଛି ପାଣି।ଏହା କୁହାଯାଏ ରାଜରଜୁଡ଼ା ଅମଳ ର ଏଠାରେ ରାଜା ମାନେ ପସା ପାଲି ଖେଳନ୍ତି। ସେହି ବାଟ ଦେଇ ଭାଇବୋହୂ କୁଆଡେ ଗାଧେଇ ବାକୁ ଗଲେ ତାର ଛାଇ ପଡେ ନାହିଁ ବୋଲି ଯାହା ଏବେ ଗ୍ରାମବାସି କୁହନ୍ତି ।କେବଳ ମାଙ୍କଡ ପଥର ରେ ତିଆରି ହୋଇଛି। ଏ କୂଅ ରାଜା ମହାରାଜା ଥିବା ସମୟ ରେ ଭାଇ ବୋହୂ ଓ ଦେଢ଼ଶୁର ମୁହଁ ଚାହାଁ ଚାହିଁ ନଥିଲା ।ବୋହୂ ଗାଧେଇ ସମୟ ରେ ଦେଢ଼ଶୁର ଛାଇ ପଡ଼ିବ ଉକ୍ତ ସମ୍ଭବ ନଥିଲା। ସେହିଭଳି ତିଆରି ହୋଇଛି ଯାହା ଆପଣ ମାନେ ଅନୁମାନ କରୁଥିବେ । ଏହି କୂଅ ଶିଖରଚଣ୍ଡୀ ମନ୍ଦିର ସହ ସାମଜସ୍ୟ ଅଛିବୋଲି ବିଶେଷଜ୍ଞ କୁହନ୍ତି। ଏହୀ କୂଅ ନବୀକରଣ ଓ ପୁନର ଉଦ୍ଧାର ପାଇଁ ଗ୍ରାମ ବସି ଦାବି ଉଠେଇଛନ୍ତି
ସେହିଟୁ ଟିକେ ଆଗକୁ ଗଲେ ଗ୍ରାମ ଏକ ବର୍ହେଶ୍ୱର୍ ଶିବ ମନ୍ଦିର ଅଛି । ପାର୍ଶ୍ଵ ଦେବି ଦେବତା ମାନଙ୍କ ମଧ୍ୟରୁ ଗଣେଶ ଓ ହନୁମାନ ପୂଜା ପାଉଥିବା ବେଳେ।ସେଠାରେ ମଧ୍ୟ ଠିକ୍ ଏହିଭଳି କୂଅ ଦେଖିବକୁ ମିଳିଥିଲା ମନ୍ଦିରର ପୂଜକ ପଚାରିଥିଲୁ ମନ୍ଦିରର ପୂଜକ କହିଲେ ବହୁତ ପୁରାତନ ଓ ରାଜା ମହାରାଜା ସମୟ ର
ବଡଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *