Spread the love

. *_♨️🙏🏻ଆଜିର ଅନୁଚିନ୍ତା 🙏🏻♨️_*

*🦋 ଅଜ୍ଞ ଲୋକଙ୍କୁ ସହଜରେ ବୁଝେଇ ହୁଏ ।ବିଜ୍ଞ ଲୋକଙ୍କୁ ବହୁତ ସହଜରେ ବୁଝାଇ ହୁଏ।କିନ୍ତୁ ଅଳ୍ପ ଜ୍ଞାନୀ ଅର୍ଥାତ ଦରପାଠୁଆ ଲୋକଙ୍କୁ ସ୍ବୟଂ ବ୍ରହ୍ମା ଆସିଲେ ବି ବୁଝାଇ ପାରିବେ ନାହିଁ ।*

*🦋 ଯାହା ଘଟିଯାଇଛି ତାକୁ ଭୁଲି ଯାଅ,ଯାହା ଘଟୁଛି ତାକୁ ଗ୍ରହଣ କର ଯାହା ଘଟିବାର ଅଛି ତା ଉପରେ ଭରସା ରଖ ! କାରଣ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ।*

*🦋 ଜୀବନ ଦୁଇ ଦିନର ହେଉ କି ଚାରି ଦିନର ସେଥିରେ କିଛି ଯାଏଆସେ ନାହିଁ।ଏଠି ଏମିତି ବଞ୍ଚ ଯେମିତି କି ଜୀବନ ତୁମକୁ ମିଳିନି ତୁମେ ଜୀବନକୁ ମିଳିଛ।*

*🦋 ଆପଣଙ୍କ ଲୁହକୁ ଏତେ ଦାମୀ କରିଦିଅନ୍ତୁ ଯେପରି କି କେହି ଏହାର ମୂଲ୍ୟ ଦେଇପାରିବେ ନାହିଁ। ଆଉ ଆପଣଙ୍କ ହସକୁ ଏତେ ଶସ୍ତା କରିଦିଅନ୍ତୁ ଯେପରି କି ଏହା ସମସ୍ତଙ୍କୁ ମାଗଣାରେ ମିଳିଯିବ।*

*🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*
_*ଦିନଟି ଆପଣଙ୍କର ମଙ୍ଗଳମୟ ହେଉ*_
▪️▪️▪️▪️▪️▪️▪️▪️▪️▪️▪️

Leave a Reply

Your email address will not be published. Required fields are marked *