Spread the love

ବର୍ତମାନ ସାରା ବିଶ୍ୱରେ ଏକ ନୂତନ ସମାସ୍ୟା ଦେଖାଦେଇପାରେ. ଯାହା ଆଜିକାଲି ର ଆଧୁନିକ ସମାଜ ପାଇଁ ଏକ ଚିନ୍ତାରକାରଣ ବୋଲି ବୈଜ୍ଞାନିକ ମାନେ କହିଲେଣି. ପୃଥିବାର ଚୁମ୍ବକୀୟ କ୍ଷେତ୍ର ପ୍ରାୟତଃ କମି କମି ଯାଉଥିବାରୁ ସାଟେଲାଇଟ ଗୁଡିକ ଅଚଳ ହେଇଯାଇପାରେ ଯାହାଫଳରେ ମୋବାଇଲ ନେଟୱର୍କ. ବିମାନ ଚଳାଚଳ. ବ୍ୟାଙ୍କ. ଶିକ୍ଷା. ପ୍ରଭୁତି ଅନୁଷ୍ଠାନ ମାନେ କାଳକ୍ରମେ ଅକାମି ହେଇପାରନ୍ତି. ଯେଉଁପରି ଭାବରେ ଏଇ ମାତ୍ର ଚାଳିଶ ବର୍ଷ ଭିତରେ ବିଜ୍ଞାନ ର ଅଗ୍ରଗତି ରେ ଆଧୁନିକ ମାନବସଭ୍ୟତା ଉଚ୍ଚକୋଟୀର ପାଇଁ ବାହାବା ନେଉଥିଲା ବେଳେ ଏକିପରି ଖବର ଗୁଡିକ ଶୁଣି ଚିନ୍ତା ବଢ଼ିଗଲାଣି.

Leave a Reply

Your email address will not be published. Required fields are marked *