Spread the love

ଆଜି ୧୮-୦୮-୨୦୨୪,ରବିବାର..ଆସନ୍ତୁ ଜାଣିବା ଆଜିର ନାଟକ ସମ୍ପର୍କରେ..କେଉଁ ଯାତ୍ରା ପାର୍ଟି କେଉଁଠି ଏବଂ କେଉଁ ନାଟକ ପରିବେଷଣ କରିବ…
ଯାତ୍ରା ଅପଡେଟ୍

୧.ଆଜି ପ୍ରଥମ ରଜନୀରେ ବାଜିମାତ କରିବ ଯାତ୍ରା ଶ୍ରୀ ବିଶ୍ଵଦରବାର ଜରପଡ଼ା,ଅନୁଗୁଳ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ନୂତନ ନାଟକ

କହିବାକୁଲାଜଶୁଣିଲେ_ପାପ।।

Jatra Update

୨.ଆଜି ପ୍ରଥମ ରଜନୀରେ ବାଜିମାତ କରିବ ଯାତ୍ରା ଦୁର୍ଗାମନ୍ଦିର କୁମୁସି,ପରଜଙ୍ଗ,ଢେଙ୍କାନାଳ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ

ମୁକ୍ତି_ମଣ୍ଡପ।।

Jatra Update

୩.ଆଜି ଚତୁର୍ଥ ରଜନୀରେ ବାଜିମାତ କରିବ ଯାତ୍ରା ସ୍ବର୍ଣ୍ଣମହଲ ଖମାର,ଅନୁଗୁଳ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ

କେତେଦୁଃଖଦବୁଦେରେକାଳିଆ।।

Jatra Update

୪.ଆଜି ପ୍ରଥମ ରଜନୀରେ ବାଜିମାତ କରିବ କୋଣାର୍କ ଗଣନାଟ୍ୟ ବେଗୁନିଆ,ଖୋର୍ଦ୍ଧା ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ

ଜଗାଧରିଛିଜୀବନ_ପଘା।।

Jatra Update

୫.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ରଙ୍ଗମହଲ ଅସୁରବନ୍ଧ,ଭୁବନ,ଢେଙ୍କାନାଳ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ନୂତନ ନାଟକ

ପାପଜାଣିନିକିପୁଣ୍ୟଜାଣିନି।।

Jatra Update

୬.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଅପେରା ଅଶୋକସମ୍ରାଟ କିସିଣ୍ଡା,ସମ୍ବଲପୁର ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ

ରକ୍ତ_ସମ୍ପର୍କ।।

Jatra Update

୦୭.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ଗୌରୀ ଗଣନାଟ୍ୟ ଲୁହାମୁଣ୍ଡା,କଣିହାଁ,ଅନୁଗୁଳ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ନୂତନ ନାଟକ

ମୋସ୍ତ୍ରୀପରିସ୍ତ୍ରୀନାହିଁ।।

Jatra Update

୮.ଆଜି ପ୍ରଥମ ରଜନୀରେ ବାଜିମାତ କରିବ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ କନ୍ତୋର,ପରଜଙ୍ଗ,ଢେଙ୍କାନାଳ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ନୂତନ ନାଟକ

ତୋରମୋରକଥାହେବାଚୁପ୍_ଚାପ୍।।

Jatra Update

୯.ଆଜି ଚତୁର୍ଥ ରଜନୀରେ ବାଜିମାତ କରିବ ଯାତ୍ରା ମଉଡ଼ମଣୀ ଶିବାନୀ ଗଣନାଟ୍ୟ ଛେଣ୍ଡିପଦା,ଅନୁଗୁଳ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ

ହାକୃଷ୍ଣବୋଲିଯାଉଯିବ।।

Jatra Update

୧୦.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ସିଂହବାହିନୀ ଠୋକର,ହିନ୍ଦୋଳ,ଢେଙ୍କାନାଳ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ନୂତନ ନାଟକ

ରହିଯାରେସାଥିରାତିକ_ପାଇଁ।।

Jatra Update

୧୧.ଆଜି ଚତୁର୍ଥ ରଜନୀରେ ବାଜିମାତ କରିବ ଯାତ୍ରା ସ୍ବପ୍ନମହଲ ବୋଲୁଓ,ପଣ୍ଡୁଆ,କାମାକ୍ଷାନଗର,ଢେଙ୍କାନାଳ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ

କାଳ_ବୈଶାଖୀ।।

Jatra Update

୧୨.ଆଜି ପ୍ରଥମ ରଜନୀରେ ବାଜିମାତ କରିବ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ରାମଚନ୍ଦ୍ରପୁର,ରେଙ୍ଗାଲି,ସମ୍ବଲପୁର ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ନୂତନ ନାଟକ

ବାଜିବସାହାନାଇତୋରି_ପାଇଁ।।

Jatra Update

୧୩.ଆଜି ପ୍ରଥମ ରଜନୀରେ ବାଜିମାତ କରିବ ଯାତ୍ରା ଇନ୍ଦ୍ରଭୁବନ ସିମିନଇ,ଢେଙ୍କାନାଳ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ

ଚିଠିବାସୁଛିତୁଳସୀ_ତୁଳସୀ।।

Jatra Update

୧୪.ଆଜି ତୃତୀୟ ରଜନୀରେ ବାଜିମାତ କରିବ ଅପେରା ସୂର୍ଯ୍ୟମନ୍ଦିର କନ୍ତପହଁରା,ଅଂଶୁପା,ଆଠଗଡ଼,କଟକ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ନୂତନ ନାଟକ

ହାଇଦର୍।।

Jatra Update

୧୫.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ଧଉଳି କୁହିକା,ସୁକିନ୍ଦା,ଯାଜପୁର ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ନୂତନ ନାଟକ

କିଏକାନ୍ଦିନାହଁହାତ_ଟେକ।।

Jatra Update

୧୬.ଆଜି ତୃତୀୟ ରଜନୀରେ ବାଜିମାତ କରିବ ତାରିଣୀ ଗଣନାଟ୍ୟ ଦେଉଳକଣା,ଟମକା,ଯାଜପୁର ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ

କେମିତିକହିବିଜୀବନ_ଗପ।।

Jatra Update

୧୭.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ଖିଲାଡ଼ି ପାର୍ବତୀ ଗଣନାଟ୍ୟ ରେଢ଼ାଖୋଲ,ସମ୍ବଲପୁର ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ

ସୁଖକହିବିନାଦୁଃଖକହିବି।।

Jatra Update

୧୮.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ଯାଜ୍ଞସେନୀ ସାଆନ୍ଦା,ପରଜଙ୍ଗ,ଢେଙ୍କାନାଳ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ନୂତନ ନାଟକ

ପାଞ୍ଚପତିରେମୁଁ_ସତୀ।।

Jatra Update

୧୯.ଆଜି ତୃତୀୟ ରଜନୀରେ ବାଜିମାତ କରିବ ଯାତ୍ରା ରାଜନନ୍ଦିନୀ ପମ୍ପସଲା,ଛେଣ୍ଡିପଦା,ଅନୁଗୁଳ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ

ମୋସିନ୍ଦୁରଲାଗେଫିକାଅବିର।।

Jatra Update

୨୦.ଆଜି ପଞ୍ଚମ ରଜନୀରେ ବାଜିମାତ କରିବ ଡବଲ୍ ସୋ ରେ ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ରସୁଲଗଡ଼ ଦୁର୍ଗାପୂଜା ପଡିଆ,ଭୁବନେଶ୍ୱର ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ନୂତନ ନାଟକ
ସନ୍ଧ୍ୟା ସୋ-#ସ୍ୱାମୀମୋରଅମାନିଆଈଶ୍ୱର।। ରାତ୍ରି ସୋ-#ଓଡ଼ିଶାରମୁଖ୍ୟମନ୍ତ୍ରୀ_ରାଣୀପଣ୍ଡା।।
Jatra Update

୨୧.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ଦରବାର ଯାଆଁଳା,ଖୋର୍ଦ୍ଧା ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ

ବଡ଼ଜଗାଦିଆକଳା_ସାଆନ୍ତ।।

Jatra Update

         ବିଶେଷ ସୂଚନା

ଯେକୋୖଣସି କାରଣ ପାଇଁ ଯେକୌଣସି ଯାତ୍ରା ଅନୁଷ୍ଠାନର ନାଟକ ପରିବର୍ତ୍ତନ ହୋଇପାରେ କିମ୍ବା ନାଟକ ପରିବେଷଣ ବନ୍ଦ ରହିପାରେ….ଯଦି ନାଟକ ପରିବର୍ତ୍ତନ ହୁଏ ଆମେ ଖୁବଶୀଘ୍ର ଦେଇଥିବା ସୁଚନାକୁ ଠିକ କରିବାକୁ ଚେଷ୍ଟା କରିବୁ…..ଧନ୍ୟବାଦ

Leave a Reply

Your email address will not be published. Required fields are marked *