Spread the love

ନିର୍ବାଚନ ସ୍ବଚ୍ଛତାକୁ ନେଇ ପ୍ରଶ୍ନ
୨୦୨୪ ଲୋକସଭା ନିର୍ବାଚନର ଅନିୟମିତତା ଅଭିଯୋଗ ଆଣିଲା ବିଜେଡ଼ି
ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତିକ୍ରିୟା
EVM ଓ ECIଙ୍କ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ
‘ପଡ଼ିଥିବା ଭୋଟ ଓ ଗଣତି ହେବା ଭୋଟରେ ବ୍ୟବଧାନ’
୫ କୋଟିର ବ୍ୟବଧାନ ରହିଛି: ଲେଖାଶ୍ରୀ!.
‘୫୪୧ ଆସନରୁ ୫୩୮ ଆସନରେ ଭୋଟ ବ୍ୟତିକ୍ରମ’
‘୭୯ଟି ସଂସଦୀୟ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାଆନ୍ତା’
ଓଡ଼ିଶାର ୧୮ଟି ଆସନରେ ଫଳାଫଳ ଅଲଗା ହୋଇଥାଆନ୍ତା’
‘ଫଳରେ ବିଜେପି କେନ୍ଦ୍ରରେ ସରକାର କରିପାରିନଥାଆନ୍ତା’!.

Leave a Reply

Your email address will not be published. Required fields are marked *