Spread the love

କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା

କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ SCଙ୍କ ନିର୍ଦେଶ
କାଲି ସନ୍ଧ୍ୟା ୫ଟା ସୁଦ୍ଧା ଯୋଗ ଦେବାକୁ ନିର୍ଦେଶ
ଯୋଗ ନଦେଲେ ହୋଇପାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ପୁଣି ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ସୋସିଆଲ ମିଡିଆରୁ ପୀଡ଼ିତାଙ୍କ ଫଟୋ ହଟାଅ : SC

ସେପ୍ଟେମ୍ବର ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି

Leave a Reply

Your email address will not be published. Required fields are marked *