Spread the love

ଶଙ୍ଖ ଭବନରେ ବର୍ଷା
-ଶଙ୍ଖ ଭବନରେ ପହଁଞ୍ଚିଲେ ବର୍ଷା
-ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ
-ବଡଚଣା ନିର୍ବାଚନ ମଣ୍ଡଳୀ ସଂକ୍ରାନ୍ତରେ ଆଲୋଚନା
-ଯାଜପୁର ସାଂସଦ , ପର୍ଯ୍ୟବେକ୍ଷକ ଓ ବଡଚଣାର ସ୍ଥାନୀୟ ନେତା ଉପସ୍ଥିତ!.
୨୦୨୪ରେ_ଲଢ଼ିବିନି: ଅମର ଶତପଥି
-୨୦୨୪ ନିର୍ବାଚନ ଲଢ଼ିବେନି କହିଲେ

ବର୍ଷାଙ୍କୁ ବଡ଼ଚଣା ଟିକେଟ ମିଳିବା ପରେ ଅମରଙ୍କ ପ୍ରତିକ୍ରିୟା
-‘ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ଦଳରୁ କେହି ବିରୋଧ କରୁନାହାନ୍ତି’
-‘କିନ୍ତୁ ମୋତେ ଟିକେଟ ନମିଳିବାରୁ ଶୁଭେଚ୍ଛୁଙ୍କୁ ଆଘାତ ଲାଗିଛି’
-‘ଅନ୍ୟଦଳରୁ ପ୍ରସ୍ତାବ ଆସୁଛି, କିନ୍ତୁ ଆଜି ବି ମୁଁ ବିଜେଡିରେ ଅଛି’
-‘ମୁଁ ନିଷ୍ପତ୍ତି ନେଇଛି, ୨୦୨୪ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବିନି’
-କାହିଁକି ମୋ ଟିକେଟ କଟିଲା ମୁଁ କହିପାରିବିନି କହିଲେ ଅମର!.

Leave a Reply

Your email address will not be published. Required fields are marked *