ଯେତେବେଳେ ଜୀବନରେ ଲାଗିବ କି ଆଉ କିଛି କରି ପାରିବିନି ସବୁ କିଛି ସରିଗଲା, ସେତେବେଳେ ଥରେ ଏହି ୧୦ଟି ଲାଇନ ପଢିବେ…… ।
ଜୀବନ ରେ ମନୁଷ୍ୟ ସଫଳ ହେବାକୁ ଅନେକ କିଛି କରିଥାଏ I କିନ୍ତୁ କଣ ଆପଣ ଜାଣନ୍ତି ସଫଳତା ଜୀବନ ର ପ୍ରକୃତ ମୂଲ୍ୟ ନୁହେଁ I ମନୁଷ୍ୟ ର ସ୍ଵଭାଵ ଏପରି କି ସେ ଯେତେ ପାଇଲେ ମଧ୍ୟ ସନ୍ତୁଷ୍ଟ ହେଇ ନ ଥାଏ I ସର୍ବଦା ମନ ରେ ଲୋଭ ଜାଗ୍ରତ ହେଇଥାଏ I ଏବଂ ଜୀବନ କୁ ଆରାମ ଦାୟକ କରିବାକୁ ଲୋଭ ଗ୍ରସ୍ତ ହେଇଥାଏ ମନୁଷ୍ୟ I ଜୀବନ ରେ ଅସଫଳ ବିନା ସଫଳତା ମଧ୍ୟ ପ୍ରାପ୍ତି ହେଇ ନ ଥାଏ I
ମନୁଷ୍ୟ ଜୀବନ ରେ ଏପରି ମଧ୍ୟ ସମୟ ଆସିଥାଏ ଯେଉଁସମୟ ରେ ମନୁଷ୍ୟ ନିଜ କୁ ଅସହାୟ ମନେ କରିଥାନ୍ତି I ଅସଫଳତା ସମୟ ରେ ଉଦ୍ଧାର ପାଇବାକୁ ଅନେକ ପୁସ୍ତକ ଉଲେଖ ରହିଛି କିନ୍ତୁ କୌଣସି ପୁସ୍ତକ ପଢି ଜୀବନ ର ବାସ୍ତବିକ ମୂଲ୍ୟ ବୋଧ କୁ ଜାଣିପାରିବେ ନାହିଁ I ମନୁଷ୍ୟ ଜୀବନ ରେ ଅନେକ ପ୍ରକାର ର ସମସ୍ୟା ଆସିଥାଏ ଏବଂ ପୁସ୍ତକ ହିଁ ଆପଣ ଙ୍କୁ ସଠିକ ଜ୍ଞାନ ପ୍ରଦାନ କରିଥାଏ I
ଯେତେବେଳେ ଆପଣ ଚତୁର୍ପାର୍ଶ୍ୱ ରେ ଅହଂକାର ଅନୁଭବ କରିବେ ଏବଂ ନିଜ କୁ ହାରିଯାଇଥିବା ମନୁଷ୍ୟ ଅନୁଭବ କରିବେ ତ ତଳେ ଉଲେଖ ହେଇଥିବା ବିଚାର କୁ ଆପଣ ନିଶ୍ଚିତ ପଢିବେ I
1.ଦୁନିଆ ରେ ଅସମ୍ଭବ କିଛି ବି ନୁହେଁ , ଆମେ ସେ ସବୁ କରିବା ଯାହା ଆମେ ଚିନ୍ତା କରିଥାଉ ଓ ଆମେ ସେ ସବୁ ଚିନ୍ତା କରିପାରିବା ଯାହା ଆମେ କେବେ ଚିନ୍ତା କରି ନ ଥିଲେ I
2.ଜୀବନ ରେ ଜିତିବା ଓ ହାରିବା ଆମ ର ଚିନ୍ତା କୁ ପରିବର୍ତନ କରିଥାଏ I ଯେତେବେଳେ ମନୁଷ୍ୟ ଦୃଢ଼ ମନବଳ ରଖିଥାଏ ତ ସେ ଜୀବନ ରେ ନିଶ୍ଚିତ ଜିତିଥାଏ I
3.ଜୀବନ ରେ ସମସ୍ୟା ରୁ ଦୁରେଇ ଯିବା ସହଜ ହେଇଥାଏ କିନ୍ତୁ ଏହା ର ସମୁଖୀନ କରିବା ହିଁ ପ୍ରକୃତ ଜୀବନ ର ଅର୍ଥ ହେଇଥାଏ I
4.ସଫଳ ବ୍ୟକ୍ତି କେବେ ହେଲେ କାହାରି କ୍ଷତି କରିବାକୁ ଚାହିଁ ନ ଥାନ୍ତି I କିନ୍ତୁ ଯିଏ ଅନ୍ୟ ର ହାନି କରିବାକୁ ଚାହିଁଥାନ୍ତି ସେ କେବେ ହେଲେ ଆଉ ସଫଳ ହେଇପାରନ୍ତି ନାହିଁ I
5.ଏ ମନୁଷ୍ୟ ତୁ ମାଟି ରେ ବସି ଆକାଶ ର ଉଚତା କୁ ଦେଖି କିଛି ଲାଭ ନାହିଁ ଚେଷ୍ଟା କର ଆକାଶ ର ଉଚତା ମଧ୍ୟ ଦିନ ଆସିବ ଛୋଟ ଲାଗିବ I
6.ଜୀବନ ଯାହା ହଜିଯାଇଛି ତାକୁ ଭାବି କାନ୍ଦିବା ର କିଛି କାରଣ ନାହିଁ I
7.ନିଜ ର ହାର କୁ ସ୍ୱୀକାର କର , ଏବଂ ଭୁଲ କରୁଥିବା କାର୍ଯ୍ୟ କୁ ଜାଣିବାକୁ ଚେଷ୍ଟା କର ଦେଖିବ ସଫଳ ନିଶ୍ଚୟ ଦିନେ ନା ଦିନେ ହେବ I
8.ତାର ମଧ୍ୟ ରେ କେବଳ ଚନ୍ଦ୍ର ହିଁ ଆଲୋକ ପ୍ରଦାନ କରିଥାଏ I ତେଣୁ ସମସ୍ୟା ରେ କେବେ ହେଲେ ଡର ନାହିଁ ଏହା କୁ ସମୁଖୀନ କର ଦେଖିବ ଏହା ପରେ ଜୀବନ ରେ କୌଣସି ବି କାର୍ଯ୍ୟ ରେ ଅସଫଳ ହେବ ନାହିଁ I
9.ଜୀବନ ରେ ପ୍ରତୋକ ପ୍ରଶ୍ନ ର ଉତ୍ତର ନିଜ ପାଖ ରେ ରହିବା ଜରୁରୀ ଅଟେ ଏବଂ ଜୀବନ ରେ ଆପଣ ନିଶ୍ଚିତ ରୂପେ ସଫଳ ହେଇପାରିବେ I
10.ଭିଡ଼ ସେହି ରାସ୍ତା ରେ ଥାଏ ଯାହା ସହଜ ହେଇଥାଏ I ତେଣୁ ନିଜ ରାସ୍ତା ନିଜେ ବାଛିବା ଉଚିତ I କେଉଁ ଟି ଠିକ କେଉଁଟି ଭୁଲ ଏହା ଆପଣ ଜାଣିବା ଉଚିତ I