ଉତ୍କଳ ହସ୍ପିଟାଲରେ ପ୍ରଥମ Cadaveric kidney ପ୍ରତିରୋପଣ ସଫଳତାର ସମ୍ପନ୍ନ l
ଭୁବନେଶ୍ବର,
ଭୁବେଶ୍ବରର ନିଳାଦ୍ରୀବିହାରଠାରେ ଅବସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲ୍ଟୀ ଉତ୍କଳ ହସ୍ପିଟାଲରେ ପ୍ରଥମ cadaveric kidney transplant ସଫଳତାର ସମ୍ପନ୍ନ ହୋଇଅଛି l ପୀଡ଼ିତl ଜଣେ ମହିଳା, ବୟସ ୩୬ ଅନେକ ଦିନହେବ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ dialysis ରେ ଥିଲେ , ଚିକିଶ୍ଚା ପାଇଁ ଉତ୍କଳ ହସ୍ପିଟାଲର ଡ଼ା ଲଲାଟ ବରୁଣ ପତ୍ର,nephrologist ଙ୍କୁ ଦେଖାଇଥିଲେ l ଡାକ୍ତରଙ୍କ ପରାମର୍ଶ କ୍ରମେ କିଡନୀ ପ୍ରତିରୋପଣ ପାଇଁ ପ୍ରସ୍ତୁତ ହୋଇଥିଲେ ପରିବାରରେ ଉପଯୁକ୍ତ ଅଙ୍ଗ ଦାତl ନମିଳିବାରୁ ସ୍ୱଭlଗ୍ୟ ବଶତଃ ପୂର୍ବରୁ ଅନୁବନ୍ଧିତ ହୋଇଥିବା ଜଣେ ମୃତ ପୁରୁଷ ବ୍ୟକ୍ତିଙ୍କର କିଡନୀ ଅନ୍ୟ ଏକ ହସପିଟାଲରୁ green corridor ମlଧ୍ୟରେ ଅଣାଯାଇ ଉତ୍କଳ ହସ୍ପିଟାଲର ଏକ ବରିଷ୍ଠ ବିଶେଷଜ୍ଞ ଡlକ୍ଟର ଟିମ୍ ଡ଼ା କlଳିପ୍ରସାଦ ମିଶ୍ର , ଡ଼l lalat barun Patra ,Dr.Pabitra Kumar Mishra, anesthetist Dr. R.B.Raju,Dr.Jita mishra Mitra ଓ ସହଯୋଗୀ କର୍ମଚାରୀ ଗଣ
ମାନଙ୍କ ଦ୍ଵାରା 10 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସଫଳତାର ସହ operation ସମ୍ପନ୍ନ ହୋଇଥିଲା l
ପୀଡିତl 14 ଦିନ ପରେ ହସ୍ପିଟାଲ୍ରୁ discharge ହୋଇ ଏବେ ତାଙ୍କ ଘରେ 45 ଦିନ ହେବ ସୁସ୍ଥ ଅଛନ୍ତି l
ଏହି ସଫଳତା ପାଈଁ ହସ୍ପିଟାଲର ଚେୟାରମ୍ୟାନ Dr. Aditya Samal ,ପରିଚାଳନା ନିର୍ଦେଶକ ଡ଼ା ପ୍ରଜ୍ଞାନ ରଞ୍ଜନ ଘଡେ଼ଇ ,ଡାଇରେକ୍ଟର ମେଡ଼ିକାଲ ସର୍ଭିସେସ ଡ ଏହି ରଞ୍ଜନ କୁମାର ମହାପାତ୍ର,C. O. O., Mr .Manav ଏବଂ ପ୍ରମୁଖ ପ୍ରରିଚlଳନ। ସଦସ୍ୟ ମାନେ ସମସ୍ତଙ୍କୁ ସାଧୁବାଦ ଦେଇଥିଲେ ବିଶେଷକରି କିଡନୀ ଦାନ କରିଥିବା ବ୍ୟକ୍ତିଙ୍କର ପରିବାରର ସଦସ୍ୟ ମlନଙ୍କୁ ଓ ପୋଲିସ ବିଭାଗକୁ ତାଙ୍କର ଏହି ମହତ କାର୍ଯ୍ୟରେ ସହୋଜୋଗ କରିଥିବାରୁ l