Spread the love

ଭୋକିଲା ପେଟ କୁ ଦି ମୁଠା ଅର୍ଣ୍ଣ

ଆଜି ଦ ହୁମାନିଟି ଫାଉଣ୍ଡେସନ ର ଏକ ନିଆରା କାର୍ଯ୍ୟ କର୍ମ କରି ଅଛନ୍ତି । ସଦସ୍ୟ ମାନେ ନିଜେ ଖାଦ୍ୟ ରାନ୍ଧି ରିଙ୍ଗ ରୋଡ ର ଚତୁର୍ପର୍ଶ୍ଵ ରେ ଥିବା ଗରିବ ଓ ନିସହ୍ୟ ଲୋକ ମାନଙ୍କୁ ଭୋକିଲା ପେଟ କୁ ଦି ମୁଠା ଅର୍ଣ୍ଣ ଯୋଗାଇ ଦେଇଛନ୍ତି ।

ସକାଳୁ ସଦସ୍ୟ ମାନେ ଅଣ୍ଡା ବିରୀୟନି ପ୍ୟାକେଟ କରି ପ୍ରାୟ 100 ରୁ ଉର୍ଦ୍ଧ ଲୋକଙ୍କୁ ଭୋଜନ କରାଇଥିଲେ । ଲିନା ତ୍ରିପାଠୀ ମାମ ଙ୍କ ଏକ ମାତ୍ର ପୁଅ ସାର୍ଥକ ମିଶ୍ର ଙ୍କ ଜନ୍ମ ଦିନ ଥିବାରୁ । ଭାଞ୍ଜଭବନ୍ ନିକଟ ରେ ଥିବା ଗରିବ ପିଲା ମାନଙ୍କ ମଧ୍ୟ ରେ ବଡ ଧୁମ୍ ଧାମ ରେ କେକ କାଟି ଜନ୍ମ ଦିନ ପାଳନ କରିଥିଲେ। ଏହି କାର୍ଯ କର୍ମ ରେ ହୁମାନିଟି ଫାଉଣ୍ଡେସନ ର ପ୍ରେସିଡେଣ୍ଟ ଦୀପ୍ତି ସୁନ୍ଦରାୟ, ଭାଇସ ପ୍ରେସିଡେଣ୍ଟ କାର୍ତ୍ତିକ ରାଉତ, ସେକ୍ରେଟାରୀ ଲିନା ତ୍ରିପାଠୀ, ଆଡଭାଶୋର୍ ଗ୍ରେସି ଡେଭିଡ, ଓ ଅନ୍ୟ ସଦସ୍ୟ ମାନେ ହେଲେ ରଶ୍ମିତା ମଲ୍ଲିକ, ବିଜୟ ସୁନ୍ଦରାୟ, ଗରିମା ପତ୍ରୀ, ଅଶ୍ଵନି କିଶନ, ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *