ଓଡିଶା ରେ ଲଷ୍ମୀ ବସ୍ ଓ ମୋ ବସ୍ ଯୋଙ୍ଗୁ ପ୍ରାୟ ପାଞ୍ଚ ଲକ୍ଷ ପରିବାର ଭୋକ ଉପାସ ରେ ଦିନ କାଟୁଛନ୍ତି l
ଏହା କହିବାର ଯଥାର୍ଥ ହେଲା ପ୍ରାୟ ପାଞ୍ଚ ଲକ୍ଷ ଅଟୋ ଚାଳକ ଅଟୋ କୁ ଘର ଆଗରେ ଥୋଇ ଦେଇ ଚୁପଚାପ ଘରେ ବସିଛନ୍ତି l ବିଜେଡି ସରକାର ଅମଳରେ ନିର୍ବାଚନ ସମୟ ରେ ଲଷ୍ମୀ ବସ୍ ଓ ମୋ ବସ୍ ର ଶୁଭାରମ୍ଭ କରିଥିଲେ l ସେହି ସମୟରୁ ଅଟୋ ଚାଳକ ମାନେ ବିଜେପି ସରକାର ଆସିବାପାଇଁ ଚେଷ୍ଟା କରୁଥିଲେ l ସେମାନଙ୍କ ଉଦେଶ୍ୟ ଥିଲା ସରକାର ପରିବର୍ତନ ହେଲେ, ସେମାନେ ତାଙ୍କ ପେଟ ର ଦାନା ଫେରିପାଇବେ l ସରକାର ପରିବର୍ତନ ହେଲା କିନ୍ତୁ ତାଙ୍କ ପେଟ ସେପରି ଭୋକିଲା ହୋଇ ରହିଗଲା l
ଦେଖିବାକୁ ବାକି ରହିଲା ସରକାର କେବେ ତାଙ୍କ ପେଟ କୁ ଦାନା ଦେଉଛନ୍ତି