ପୂର୍ବରୁ ଜଣେ ସବ୍ ଇନ୍ସପେକ୍ଟର ୧୦ବର୍ଷ ପରେ ପଦୋନ୍ନତି ପାଇ ଇନ୍ସପେକ୍ଟର ହେଉଥିଲେ । ସବ୍ ଇନ୍ସପେକ୍ଟରଙ୍କ ପଦୋନ୍ନତି ନିୟମ କୋହଳ କରିଛନ୍ତି ରାଜ୍ୟ ସରକାର ।
ଏବେ ଏହି ସମୟସୀମାକୁ ହ୍ରାସ କରି ୭ ବର୍ଷ କରିଛନ୍ତି ରାଜ୍ୟ ସରକାର ।