Spread the love

ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ। ଲୋକସଭାରେ ଦଳର ପ୍ରତିନିଧି ନଥିଲେ ମଧ୍ୟ, ରାଜ୍ୟସଭାରେ ଦଳର ସାଂସଦମାନେ ବିରୋଧୀର ଭୂମିକା ନିଭେଇବେ ବୋଲି ନିଷ୍ପତ୍ତି ହୋଇଛି।

ଆଉ ନରମ ନୁହେଁ, ସଂସଦରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବିଜେଡି
ନବୀନଙ୍କ ସହ ବିଜେଡି ରାଜ୍ୟସଭା ସାଂସଦଙ୍କ ବୈଠକ ପରେ ନିଷ୍ପତ୍ତି
ବୈଠକ ପରେ ବିଜେଡି ରାଜ୍ୟସଭା ସାଂସଦମାନଙ୍କ ପ୍ରତିକ୍ରିୟା
ବିରୋଧୀ ଦଳ ଭୂମିକାରେ ବସିବ ବିଜେଡି, ଆଭିମୁଖ୍ୟ କଠୋର କରିବ
ଆବଶ୍ୟକ ପଡ଼ିଲେ ଗୃହର ମଧ୍ୟଭାଗକୁ ଓହ୍ଲାଇ ଦାବି,ପ୍ରତିବାଦ ଜଣାଇବ

ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ ଜୋରଦାର କରିବ ବିଜେଡି
ସଂସଦରେ ଶିକ୍ଷା, ସ୍ବାସ୍ଥ୍ୟ, ଯୁବକ, ଚାଷୀ, ମହିଳାଙ୍କ ଅଧିକାରକୁ ଉଠାଯିବ
ଲୋକସଭାରେ ଦଳର ଅନୁପସ୍ଥିତିକୁ ରାଜ୍ୟସଭାରେ ପୂରଣ କରାଯିବ
ସଂସଦରେ ଲଢ଼େଇ ଆର୍‌ପାର୍‌ ହେବ ବୋଲି କହିଲେ ବିଜେଡି ସାଂସଦ
ପଦମର୍ଯ୍ୟାଦାରଖନ୍ତୁ: ପ୍ରତାପ
କିଛି କହିଲା ବେଳେ ମୁଖ୍ୟମନ୍ତ୍ରୀ ପଦ ମର୍ଯ୍ୟାଦା ରଖନ୍ତୁ କହିଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟ ଉପରେ ପ୍ରତାପ ଦେବଙ୍କ ପ୍ରତିକ୍ରିୟା । ‘ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ଦୁର୍ଭାଗ୍ୟଜନକ, ସେତେବେଳେ କାହିଁକି କହିଲେନି’ ।

Leave a Reply

Your email address will not be published. Required fields are marked *