Spread the love

କେତେବେଳେ ବିଜେପି ର 22 ବିଧାୟକ ବିଜେଡି କୁ ଆସି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର କମ୍ପୁଛି

ଏପଟେ ୨୭ ବିଜେଡି ବିଧାୟକ ବିଜେପିର ଶୀର୍ଷ ନେତୃତ୍ବ ସହ ଯୋଗାଯୋଗରେ ବୋଲି ଚର୍ଚ୍ଚା ତଳିଆ ନେତାଙ୍କ ମୁଣ୍ଡ ଖରାପ କଲାଣି

କୁଆଡେ ୩ ଦିନ ତଳେ ୨୭ ବିଜେଡି ବିଧାୟକ ଏକାଠି ହୋଇଥିଲେ
ସେମାନେ ବିଜେପି ଆସିବା ପାଇଁ ଯୋଗାଯୋଗରେ ଅଛନ୍ତି
୨୦୨୯ ବେଳକୁ କଂଗ୍ରେସ ୫ ଫାଳ ହୋଇଯାଇଥିବ କହିଲେ ସରୋଜ. ପାଢ଼ୀ

ସେପଟେ କଂଗ୍ରେସ ସହ ବିଜେଡି ର ମେଣ୍ଟ ଚର୍ଚ୍ଚା କୁଆଡେ ଶୀର୍ଷ ସ୍ଥାନରେ ପଂହଁଚିଲାଣି ବୋଲି ଦିଲ୍ଲୀ ଦରବାର ରେ ଗୁପ୍ତ ବୈଠକ ସୂଚେଇ ଦେଉଛି.. ଓଡିଶା ରାଜନୀତି ର ଦିଗ କୁଆଡେ କେହି ଜାଣିପାରୁନାହାନ୍ତି..

Leave a Reply

Your email address will not be published. Required fields are marked *