Spread the love

ଓଡ଼ିଶା ର ପ୍ରଥମ କଲେଜ
ଓଡ଼ିଶା ର ପ୍ରଥମ କଲେଜ


ବ୍ରହ୍ମପୁର ——
…1869 ମସିହାରେ ବ୍ରହ୍ମପୁର ସହର ରେ ଓଡିଶା ର ପ୍ରଥମ କଲେଜ ପ୍ରତିଷ୍ଠାତା ହୋଇଥିଲା
….1878 ମସିହାରେ ଏହି କଲେଜ Madras University ର affiliation ପାଇଲା
…. ଏହି ସମୟରେ କଲେଜର ନାମ Native college ହେଲା
….1894 ଜୁଲାଇ 1, ରେ ପୁନଶ୍ଚ ଖଲ୍ଲିକୋଟ କଲେଜ ବୋଲି ନାମିତ ହେଇଥିଲା
…. First principal – Mr.keeny ( Ireland )
କଟକ —–
….1876 ମସିହାରେ କଟକ କଲେଜ ଆରମ୍ଭ
….1879 କଟକ କଲେଜ, ରେଭେନ୍ସା କଲେଜ ବୋଲି ନାମିତ
…. 1881, Affiliated to Calcutta university
…. First principal -Samuel Ager ( England)
ପାରଳାଖେମୁଣ୍ଡି —-
….1894 Raja’s college ଶୁଭାରମ୍ଭ
….1896 Madras University affiliation
…..1936 ରେ ଶ୍ରୀ କୃଷ୍ଣଚନ୍ଦ୍ର ଚନ୍ଦ୍ର ଗଜପତି କଲେଜ ନାମ ରେ ନାମିତ,S.K.C.G
… First principal – Mangu Srinivas Rao ( Madras)
*ତଥ୍ୟ ସହାୟତା
ଉତ୍କଳ ଦୀପିକା- ତା 10.1.1872, , 29.1.1876,, 24.6.1896
ଉପସ୍ଥାପନା ଡଃ ଅନନ୍ତରାମ କର କୈାଣ୍ଡିନ୍ଯ
ସହଯୋଗ – ଇଂ. ବିଷ୍ଣୁ ମୋହନ ଅଧିକାରୀ, ସୁଭଦ୍ରା କର, ଲିପ୍ସା ରଥ

Leave a Reply

Your email address will not be published. Required fields are marked *