Spread the love

ଧୌର୍ଯ୍ଯ ଏକ ଏପରି ବନ୍ଧୁ ଯିଏ ପାଖରେ ଥିଲେ ମଣିଷ ସବୁ ପରିସ୍ଥିତିକୁ ମୁକାବିଲା କରିପାରେ । ଯେତେବେଳେ ସିଏ ମଣିଷର ସାଥ ଛାଡିଦିଏ ସେତେବେଳେ ମଣିଷର ପାଦ ଟଳମଳ ହୋଇଯାଇ ଥାଏ।

ଯେକୌଣସି ସମୟରେ ସମୟ ଏବଂ ପରିସ୍ଥିତି ବଦଳିପାରେ, ତେଣୁ କାହାକୁ ‘ଅପମାନିତ’ କରନ୍ତୁ ନାହିଁ କିମ୍ବା କାହାକୁ ‘ଦୁର୍ବଳ’ ଭାବନ୍ତୁ ନାହିଁ।ଆପଣ ଶକ୍ତିଶାଳୀ ହୋଇପାରିବେ, କିନ୍ତୁ ‘ସମୟ ସବୁଠାରୁ ଶକ୍ତିଶାଳୀ।

ଅର୍ଥର ପ୍ରାଚୁର୍ଯ୍ୟରେ ଅନ୍ୟର ଲୋଭକୁ ବଶ କରାଯାଇପାରେ, ହେଲେ କାହାର ଜୀବନକୁ କିଣିବା ଅସମ୍ଭବ ବ୍ୟାପାର ଅଟେ। ଏହି ଗୋଟିଏ ଉକ୍ତିକୁ ଯଦି ଆମେ ବୁଝିଯିବା, ଛନ୍ଦ କପଟର ସ୍ଥାନ ପୃଥିବୀରେ ରହିବ ନାହିଁ।

ବିଶ୍ୱର ପ୍ରତେକ ପ୍ରାନ୍ତରେ ଲୋକେ ନିଜ ସ୍ଵାସ୍ଥ୍ୟ ସଚେତନ ହେବା ସହ ପରିବାରରେ ମହିଳାଙ୍କ ଶିକ୍ଷା ଦିଗ ପ୍ରତି ଦୃଷ୍ଟି ଦେଲେ ହିଁ ଜନସଂଖ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ।

      

ଗାଁ ଖଳାରେ ବି ବେଙ୍ଗଳା ପଡ଼ୁନି
ଶୁଭୁନି ଶଗଡ଼ ଶବ୍ଦ,
ଗୁହାଳ ରେ ଆଉ ଗାଈ ଦିଶୁନାହିଁ
ନାହାନ୍ତି ଆଉ ବଳଦ।

ସମସ୍ୟା ଦେଖିବା ପରେ ଜୀବନରେ କେବେ ବି ହାର୍ ମାନନ୍ତୁ ନାହିଁଁ, କିଏ ଜାଣେ ଏହି ସମସ୍ୟାରେ ଆପଣଙ୍କ ପାଇଁ ଏକ ବଡ଼ ଆରମ୍ଭ ଲୁଚି ରହିଛି, ଯଦି କଷ୍ଟ ବଡ଼ ତେବେ ସଫଳତା ମଧ୍ୟ ବଡ଼ ହୋଇପାରେ ।

ଯେମିତି ଫୁଟୁଥିବା ପଣିରେ ନିଜର ଛାଡି ଦିଶେନାହିଁ ସେହିପରି ଅଶାନ୍ତ ମନରେ ସମାଧାନର ରାସ୍ତା ଦିଶେ ନାହିଁ ଏଥିପାଇଁ ପ୍ରଥମେ ଏକାନ୍ତରେ ମନକୁ ସ୍ଥିର କରନ୍ତୁ ସବୁ ସମସ୍ଯାର ସମାଧାନ ମିଳିଯିବ ।

ଚାଲାକ୍ ହୁଅ କିନ୍ତୁ Oversmart ହୁଅ ନାହିଁ କାହିଁକି ନା ଆମକୁ ଈଶ୍ୱର ବନେଇଛନ୍ତି କୋଉ Mobile Company ନୁହେଁ ।

              

Leave a Reply

Your email address will not be published. Required fields are marked *

You Missed