Spread the love

ଗତକାଲି ବିଜେଡି ର କାର୍ଯ୍ୟକ୍ରମ ରେ ଅଭୁତପୁର୍ବ ଦେଖିବାକୁ ମିଳିଥିଲା ସ୍ଥାନୀୟ ଜଗତପୁର ଠାରେ.ଦୀର୍ଘ ଦିନର ତୃଣମୂଳ ସ୍ତରକୁ ମଜଭୁତ ରଖିଥିବା ବିଜେଡି ଦଳର ଭୁତ ପୂର୍ବ କଟକ ଚୌଦ୍ୱାର ର ଏମ ଏଲ ଏ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ଅଧକ୍ଷତାରେ, କଟକ ଜଗତପୁର ନିକଟସ୍ଥ ନିମପୁର ଖେଳପଡ଼ିଆ ପ୍ରାଙ୍ଗଣରେ ବିଜେଡିର ଛାମୁଆଁ ନେତାତଥା ସାଂସଦ ପାର୍ଥି ଶ୍ରୀ ସମ୍ପୃପ୍ତ ମିଶ୍ର,

କଟକ ଚୌଦ୍ୱାର ସୌ୍ଭିକ ବିଶ୍ୱାଳ ସମୂହ ଯୋଗ ଦେଇ ଆଜି ତାଙ୍କର ଶକ୍ତି ପ୍ରଦର୍ଶନ କରି ରଂହୁଙ୍କାର ଦେଇଥିଲେ.

ହଜାର ହଜାର ବିଜେଡି କର୍ମୀ ମାନଙ୍କ ସହିତ ଦୁଇଟି 48ନମ୍ବର ୱାର୍ଡ ର ସଭାପତି ବିଜୟ ଭୂଇଁଆ,49 ନମ୍ବର ୱାର୍ଡ ର ସଭାପତି ନବ କିଶୋର ସ୍ୱାଇଁ ରମାଦେବୀ ନଗର ମୁରବି ବୁଦ୍ଧିଜୀବୀ ବିବେକାନନ୍ଦ ଦାଶ, ଗିରିଶଚନ୍ଦ୍ର ସାହୁ, ଅରୁଣ କୁମାର ଦାଶ, ଆଲୋକ ଭୂୟାଁ , ଗୌରାଙ୍ଗ ଚରଣ ସ୍ୱାଇଁ, ଗଣେଶ୍ୱର. ସାହୁ, ଚିତ୍ତରଞ୍ଜନ କାନୁନଗୋ, ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ
କର୍ମୀ ସହ ଆଖ ପାଖର ଶତାଧିକ ଲୋକେ ଆସି ଉକ୍ତ ସଭାରେ ଯୋଗ ଦେଇ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଥିଲେ. ଯାହା ବିରୋଧୀଙ୍କୁ ଶକ୍ତ ସନ୍ଦେଶ ଥିଲା ବୋଲି ମନେ ହୁଏ.

ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ବିଜେଡି ଗଡ଼ କେତେ ମଝଭୂତ.ଆଜି କାଲି ତାହା ଜଣାପଡିଥିଲା. ଯେ ପର୍ଯ୍ୟନ୍ତ ବିରୋଧୀ ଦଳ ସେମାନଙ୍କ ତୃଣମୂଳ ସ୍ତରକୁ ଅଣଦେଖା କରିଛନ୍ତି. ସେଥିପାଇଁ ବିରୋଧୀ ଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଉଛି.

Leave a Reply

Your email address will not be published. Required fields are marked *