Spread the love

ବାଣପୁରରେଉତ୍ତରପ୍ରଦେଶମୁଖ୍ୟମନ୍ତ୍ରୀଙ୍କ_ପ୍ରଚାର !.

ସନାତନ ଧର୍ମାବଲମ୍ବୀଙ୍କ ପାଇଁ ପୁରୀ ପବିତ୍ର ସ୍ଥଳ’
ପୁରୀ ବିନା ଭାରତର ପରିକଳ୍ପନା ଅସମ୍ଭବ: ଯୋଗୀ
ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର: ଯୋଗୀ
ମୋଦିଙ୍କ ନେତୃତ୍ବରେ ସୁରକ୍ଷା, ବିକାଶ, ସମ୍ମାନ ଅଛି’
‘ଲ୍ୟାଣ୍ଡ, ସ୍ୟାଣ୍ଡ ଓ ଗୋ ମାଫିଆଙ୍କୁ ସାବାଡ୍ କରାଯିବ’
‘ଉତ୍ତରପ୍ରଦେଶର ବୁଲ୍‌ ଡୋଜର ପରି ଏଠି ସାବାଡ଼ କରାଯିବ’
‘ନବୀନ ସରକାର ରତ୍ନଭଣ୍ଡାର ଚାବି ହଜାଇ ଦେଲେ’
‘ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବାକୁ ଦେଲେନି’
‘ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଦୋଷୀଙ୍କୁ ସୁରକ୍ଷା ଦିଆଯାଇଛି’!.

ଓଡ଼ିଶାରେ UP ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର!.

-କେନ୍ଦ୍ରାପଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇବାକୁ UPରୁ ଆସିଛି
-‘ଗଣତନ୍ତ୍ରରେ ପ୍ରଶାସକ ରାଜ୍ୟ ଚଳାଇଲେ ଅବ୍ୟବସ୍ଥା ହୁଏ’
-‘ପ୍ରଶାସକମାନେ ରାଜ୍ୟ ଚଳାଇଲେ ଗରିବୀ ଓ ମାଫିଆରାଜ୍ ବଢ଼େ’
‘ପ୍ରସାଶକମାନେ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି’
‘ମୋଦିଙ୍କ ଶାସନରେ ବଦଳୁଥିବା ଭାରତକୁ ଦେଖୁଛୁ’
‘ସୀମା ସୁରକ୍ଷିତ ହୋଇଛି, ବିଦେଶରେ ଭାରତର ସମ୍ମାନ ବଢ଼ିଛି’
ଆତଙ୍କବାଦ ଓ ନକ୍ସଲବାଦ ଶେଷ ହୋଇଛି ଯୋଗୀ!.

Related Post

Leave a Reply

Your email address will not be published. Required fields are marked *

You Missed