Spread the love

ଏଥର ଇଲେକ୍ସନ ରେ AIପ୍ରଚାର ହେବ ବୈଜୟନ୍ତ
ବିଜେଡିକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ
ଲଢ଼େଇ ନେଇ ଆମ ନେତୃତ୍ବ ଭିତରେ ସ୍ପଷ୍ଟତା ଥିଲା’
ମିଡିଆ ବା ଅନ୍ୟ ଜରିଆରେ ଶାସକ ଦଳ ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ଚାହୁଁଥିଲା’
‘ଏ ଯେଉଁ ମୁହାଁମୁହିଁ ଲଢ଼େଇ ହେବ, ଫଳ କଣ ହେବ ଲୋକେ ଜାଣିଛନ୍ତି’

ପ୍ରଚଣ୍ଡ ପ୍ରଚାର ହେବ, ମୋଦି, ଶାହ, ଯୋଗୀ, ବିଶ୍ବଶର୍ମା ଆସିବେ’
‘ବହୁତ ବଡ଼ ପ୍ରଚାର କରିବେ, ଅପରପକ୍ଷରେ ଭର୍ଚୁଆଲ ପ୍ରଚାର ହେବ’
କେବଳ ଭର୍ଚୁଆଲ ନୁହେଁ AI ପ୍ରଚାର ହେବ- ବୈଜୟନ୍ତ ପଣ୍ଡା
ଏଠିକା ଶାସକ ଦଳ ନେତା ବସିକି କେଉଁଠି ବାଇଟ୍‌ ଦେଇ ନାହାନ୍ତି’

ଏଇଟା କମ୍ପ୍ୟୁଟର ଜେନେରେଟ୍‌ ହୋଇ ବାହାରୁଛି’
-ବାତ୍ତାବରଣ ସପକ୍ଷରେ ଅଛି, ୪୦/୪୨ ଦିନ ପ୍ରଚାର ଆମ ସପକ୍ଷରେ ଯିବ’
ଓଡ଼ିଶା ଲୋକେ ଆଗକୁ ମୋଦି ଓ ପଦ୍ମଫୁଲ ଉପରେ ଭରସା ରଖିବେ’

Leave a Reply

Your email address will not be published. Required fields are marked *