Spread the love

କଟକ 30/9/2024,ଆଜି କଟକ ଗଡ଼ଗଡିଆ ମହାଦେବ ମନ୍ଦିର ପ୍ରାଙ୍ଗଣରେ କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ର ଅବସରପ୍ରାପ୍ତ କର୍ମ ଚାରୀ ମାନଙ୍କ ବନ୍ଧୁମିଳନ ହେଇଛି. ଯେଉଁଥିରେ ସାମିଲ ଥିଲେ ଅର୍ଜୁନ ମହାକୁଡ଼ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ପ୍ରଫୁଲ ଜେନା ଙ୍କ ଶାରଦୀୟ ବନ୍ଧୁମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି,

ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ 70ରୁ 90 ବୟସ୍କା ହାରାହାରି 60ରୁ ଉର୍ଦ୍ଧ ଅବସରପ୍ରାପ୍ତ କର୍ମଚାରୀ, ଏକତ୍ରିତ ହୋଇ ନିଜ ନିଜର ପରିବାର ପରିସ୍ଥିତି ଉପରେ ଆଲୋଚନା କରିଥିଲେ,ସଦସ୍ୟ ବୃନ୍ଦ ଶୁଭେଚ୍ଛା ଜଣାଇ ମୁଖ୍ୟ କର୍ମକର୍ତା ପଦ୍ମନାଭ ମହାନ୍ତି, ଅଜୟ ପଟନାୟକ ଯୋଗେନ୍ଦ୍ର ସାମନ୍ତରାୟ, ଓଁ ଶକୁନ୍ତଳା ପଟନାୟକଙ୍କୁ କିପରି ବାର୍ଦ୍ଧ୍ୟ ଜନିତବିଭିନ୍ନ ରୋଗ ଔଷଧ ସରକାରଙ୍କ ଦ୍ୱାରା ମୋହିଆ କରାଇବା, ଏବଂ ଭତ୍ତା କୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବେ ଆଲୋ ଚନା ହୋଇଥିଲା,

ଏହା ଛଡା ଘର ଜଂଜାଳରୁ ଟିକେ ମୁକ୍ତିପାଇବା ଶରୀର ଏବଂ ମାନସିକ ସ୍ଥିତି କୁ ସୁଧାରିବା ପାଇଁ ସମାଜ ର ଅନ୍ୟ. ବର୍ଗର ଅଭାବି ମାନଂକୁ ଯଥା ଚିତ୍ତ ସାହାର୍ଯ୍ୟ ସହଯୋଗ କରିବା ମୁଖ୍ୟ ଉଦେଶ୍ୟ ରହି ଥିଲା.

Leave a Reply

Your email address will not be published. Required fields are marked *