ବିଶ୍ୱ ପ୍ରସିଦ୍ଧ ଏଆରସେଲ କମ୍ପାନୀ ର ପୂର୍ବ ମାଲିକ ଆନନ୍ଦ କୃଷ୍ଣନ ଙ୍କ ପୁଅ ସନ୍ୟାସୀ ଜୀବନ ବିତେଇବାକୁ ଘର ସଂସାର ତ୍ୟାଗ କରିବା ସହିତ ତାଙ୍କ ଅଚଳାଚଳ ସମ୍ପତ୍ତି ପାଖା ପାଖି 4 ହଜାର କୋଟି ଟଙ୍କାକୁ ନିଜ ବାକି ଜୀବନ ଠାରୁ ଦୁରେଇ ଦେଲେ.
ମାଲେସିଆ ର ଟେଲିକମ କମ୍ପାନୀ ର ବିଜନେସ ଟାଇକୁନ ଆନନ୍ଦ କୃଷ୍ଣନ ଙ୍କ 18 ବର୍ଷ ର ପୁଅ “ଅଜ୍ଞାନ ସିରିପୁନୁ “ହଟାତ ବିଳାସ ଜୀବନ ବିତେଇବାକୁ ତ୍ୟାଗ କରିବାକୁ ନିଷ୍ପତ୍ତି ନେବାରୁ ପୁରା ଦେଶ ତାଜୁବ. କାରଣ ଶ୍ରୀ ଆନନ୍ଦ କ୍ରିଷ୍ଣନ ହେଉଛନ୍ତି ମାଲେସିଆ ର ତୃତୀୟ ଧନୀ ବ୍ୟକ୍ତି ଭାବେ ଜଣାଶୁଣା..